Quote of Ford

ବିଖ୍ୟାତ କାର ନିର୍ମାତା ହେନେରୀ ଫୋର୍ଡ଼ଙ୍କ ମତରେ, “ପଇସା ବଞ୍ଚେଇବା ପାଇଁ ନିଜ ବ୍ୟବସାୟର ବିଜ୍ଞାପନକୁ ବନ୍ଦ କରିବା ଏଭଳି ଏକ ପଦକ୍ଷେପ ଯେମିତି କି ଘଣ୍ଟାକୁ ବନ୍ଦ କରି ସମୟକୁ ବଞ୍ଚାଇବାକୁ ପ୍ରୟାସ କରିବା.”